Happy Readers
“ଦେଖିଲି ଲାଇବ୍ରେ ଲାଇବ୍ରେରୀ ଭଳି ହୋଇଛି । କିଛି ଲୋକ ଉପକୃତ ହେବେ । ବଡ ଅଭିନବ ପ୍ରୟାସ ।”
“ଓଡ଼ିଆ ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ବଳିଷ୍ଠ ତଥା ଉତ୍କର୍ଷ କରିବା ପାଇଁ ଆପଣଙ୍କ ପ୍ରଚେଷ୍ଟା ବହୁତ ସୁନ୍ଦର, ଖୁବ୍ ଉଚ୍ଚକୋଟୀର ଭାବଧାରା ଓ ଚିନ୍ତାଧାରା ।। ମହାପ୍ରଭୁ ଜଗନ୍ନାଥ ସହାୟ ହୁଅନ୍ତୁ, ଜୟ ଜଗନ୍ନାଥ...”
“ସାର୍ ଖୁବ ସୁନ୍ଦର ତଥା ଉଚ୍ଚକୋଟୀର ପ୍ରୟାସ । ଭାଷା ସାହିତ୍ୟ ପାଇଁ ଆପଣଙ୍କର ଉତ୍ସର୍ଗୀକୃତ ନିଷ୍ଠାପର ଉଦ୍ୟମ ଖୁବ ପ୍ରଶଂସାଯୋଗ୍ୟ ।”
“Let us float our E Lybrary in the website site.Readers needn't go to Lybrary, Lybrary will go to readers. This is called moving mountain to Mohammed not the reverse.”